HomeKoshalTv Exclusiveକଣ୍ଟାମାଳ ବ୍ଲକ ପରିଦର୍ଶନରେ ସମନ୍ଵିତ ଶିଶୁ ଅଧିକାରୀ

କଣ୍ଟାମାଳ ବ୍ଲକ ପରିଦର୍ଶନରେ ସମନ୍ଵିତ ଶିଶୁ ଅଧିକାରୀ

ଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ପୂର୍ବ ପ୍ରସ୍ତୁତ action plan ଅନୁଯାୟୀ 16/12/2022 ରିଖ ଦିନ କଣ୍ଟାମାଳ ବ୍ଲକ ର ଅପହଞ୍ଚ ଇଲାକା ସାମଡଙ୍କି ଏବଂ ଟୁଡ଼ିବାହାଲ ଅଞ୍ଚଳ CDPO kantamal – Smt Jyotshna Rani Padhy , sector Supervisor Kunti Kanhar ଏବଂ Meghamala Mishra ଙ୍କ ଦ୍ଵାରା ପରିଦର୍ଶନ କରାଗଲା । ଅଙ୍ଗନବାଡି ମାନେ ଆନ୍ଦୋଳନ ରେ ଥିବାରୁ ନିଜେ CDPO ଏବଂSupervisor ଙ୍କ ଦ୍ଵାରା ଏହି ସବୁ କେନ୍ଦ୍ର ରେ ଛତୁଆ ବଣ୍ଟନ କରାଗଲା ।
ସମସ୍ତ ହିତାଧିକାରୀଙ୍କ ସହିତ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରାଗଲା ।
ପୋଷଣ କାର୍ଯ୍ୟକ୍ରମ, ସୋପାନ କାର୍ଯ୍ୟକ୍ରମ, ସୁଷମ ଖାଦ୍ୟ ର ବ୍ୟବହାର ଏବଂ ନିଜ ଅଞ୍ଚଳରେ ଓ ନିଜ ବାଡ଼ିରେ ମିଳୁଥିବା ପନିପରିବା ଖାଦ୍ୟପେୟ ଖାଇବା ପାଇଁ ହିତାଧିକାରୀଙ୍କୁ ବୁଝଗଲା । ଶିଶୁର ଯତ୍ନ ଏବଂ ମାଆ ର ଯତ୍ନ ବିଷୟରେ କାହାଗଲା। କିପରି ଗୋଟିଏ ସୁସ୍ଥ ଶିଶୁ ଏବଂ ମାଆ ଗଢିପାରିବ ସେ ବିଷୟରେ ବୁଝାଗଲା । ଗର୍ଭବତୀ ଠୁ ଆରମ୍ଭ କରି ଶିଶୁ କୁ 5 ବର୍ଷ ପର୍ଯ୍ୟନ୍ତ ଯତ୍ନ , ଟୀକାକରଣ , କିଭଳି ଖାଦ୍ୟ ପେୟ ଖାଉଛନ୍ତି ଏବଂ କଣ ପରିବର୍ତ୍ତନ ଦରକାର ତାହା ଆଲୋଚନା କରାଗଲା । ବାଲ୍ଯ ବିବାହ ଉପରେ ଆଲୋଚନା କରାଗଲା। ଝିଅ କୁ18ବର୍ଷପରେ ଏବଂପୁଅକୁ21ବର୍ଷ ପରେ ବାହା କରାଇ ବାକୁ କୁହାଗଲା। ବାଲ୍ଯ ବିବାହ କଲେ କଣ କଣ ଆଇନ ର ବ୍ୟବସ୍ଥା ଅଛି,ବାଲ୍ଯ ବିବାହ କଲେ ପୁଅ ଏବଂ ଝିଅ ର କଣ ଅସୁବିଧା ହୁଏ ତାହାCDPOMadam ଗ୍ରାମ ବାସୀଙ୍କୁ ଭଲ ଭାବରେ ବୁଝାଇ ଥିଲେ ।
ଅପହଞ୍ଚ ଇଲାକା ରୁ ଫେରିବା ବାଟରେ ଢେକଲମୁଣ୍ଡା ଗ୍ରାମର ମହିଳା ମାନେ ନିଜ ଗ୍ରାମ ରେ ଗୋଟିଏ ଅଙ୍ଗନବାଡି କେନ୍ଦ୍ର ଖୋଲିବା ପାଇଁ CDPOMadamଙ୍କୁ ଅଭିଯୋଗ କରିଥିଲେ ମହିଳା ମାନଙ୍କର ଅଭିଯୋଗ ଥିଲା ଯେହେତୁ ଢେକଲ ମୁଣ୍ଡା ଗ୍ରାମ ର ଲୋକସଂଖ୍ୟା240ଜଣ Preschool ଶିଶୁ10ରୁ
ଅଧିକ ଏବଂ ଜନ୍ମରୁ 3ବର୍ଷ10ରୁ ଅଧିକ ଅଛନ୍ତି ତେଣୁ ଗୋଟିଏ କେନ୍ଦ୍ର
ଖୋଲାଯାଉ। CDPO Madam ଜିଲ୍ଲା ପ୍ରଶାସନ କୁ ଜଣାଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଥିଲେ

LEAVE A REPLY

Please enter your comment!
Please enter your name here

Must Read

Google search engine