HomeKoshalTv Exclusiveପର୍ବତାରୋହଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପର୍ବତାରୋହଣ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ବରଗଡ ଜିଲ୍ଲା ପଞ୍ଚାୟତ ନୋଡାଲ ଉଚ୍ଚ ବିଦ୍ୟାଳୟ, କାଦୋବାହାଲ ର ନେତାଜୀ ସ୍କାଉଟ

ଲକ୍ଷ୍ମୀବାଇ ଗାଇଡ୍ କମ୍ପାନୀ ର 50 ଜଣ ଛାତ୍ର ଛାତ୍ରୀ ଙ୍କ ସହିତ ସ୍କାଉଟ ମାଷ୍ଟର ପ୍ରୀତମ କୁମାର ପଣ୍ଡା ଓ ଗାଇଡ୍ କ୍ୟାପ୍ଟେନ ଅନିତା ଭୁଏ ଙ୍କ ନେତୃତ୍ଵରେ ପପଙ୍ଗା ପାହାଡ଼ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ କାଦୋବାହାଲ ଉଚ୍ଚ ବିଦ୍ୟାଳୟ ର ପୂର୍ବତନ ଛାତ୍ରୀ ତଥା ଆନ୍ତର୍ଜାତୀୟ ପର୍ବତାରୋହୀ ଲିପିକା ସେଠ୍ ଙ୍କ ତତ୍ତ୍ଵାବଧାନରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା

ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ କିଶୋର ପତି, ଭୁବନେଶ୍ଵର ମହାକୁର(ଏ ଏଲ ଟି)ଜିଲ୍ଲା ସ୍କାଉଟ କୋଡ଼ିନେଟର , ଲଚିଦା ଉଚ୍ଚ ବିଦ୍ୟାଳୟ ର ସ୍କାଉଟ ମାଷ୍ଟର ରମେଶ ଚନ୍ଦ୍ର ସେଠ୍, ଶିକ୍ଷୟିତ୍ରୀ ମନ୍ଦାକିନୀ ପଣ୍ଡା, ଶୈବାଲିନି ଦାଶ ,ଶିକ୍ଷକ ସୁରେନ୍ଦ୍ର ପଧାନ,ସୂର୍ଯ୍ୟ କୁମାର ଭୋଇ,ଅଶୋକ ସାହୁ ସହଯୋଗ କରି ଶିବିରକୁ ସଫଳ କରିଥିଲେ।
ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine