HomeUncategorizedମର୍ମନ୍ତୁଦ ସଡକ ଦୁର୍ଘଟଣା

ମର୍ମନ୍ତୁଦ ସଡକ ଦୁର୍ଘଟଣା

ଟ୍ୟାଙ୍କର କୁ ଧକ୍କା ଦେଇ ଜଣେ ମୃତ,ଜଣେ ଗୁରୁତର….
ରେଙ୍ଗାଲି କେମ୍ପ୍:-୨୦.୮:-ବରଗଡ଼ ଜିଲ୍ଲା ତ୍ରୁଟି ପୂର୍ଣ୍ଣ ତଥା ଅସମ୍ପୂର୍ଣ୍ଣ ଚାରି ଥାକିଆ ୫୩ ନଂ ମୁଖ୍ୟ ଜାତୀୟ ରାଜପଥ ସମ୍ବଲପୁର – ବରଗଡ଼ ୱେ ରେଙ୍ଗାଲି କେମ୍ପ ଛକ ରେ ବରଗଡ଼ ପଟ କୁ ମୁହଁ କରି ବାମ ପଟରେ ଓଡ଼ି ୧୮ଜି ୭୭୮୮ ଟ୍ୟାଙ୍କର ଛିଡ଼ା ହୋଇଥିବା ପାଖାପାଖି ସନ୍ଧ୍ୟା ୫ଟା ସମୟରେ ପଛ ପଟୁ ସିଜି ୦୬ଜିପି ୧୪୫୭ ବାଇକ୍ ଆରୋହୀ ଅଭିଳାଷ ପ୍ରଧାନ(୨୯) ଓ ସାଥି କ୍ରୀଷ୍ଣା ମହାପାତ୍ର(୨୫) ଧକ୍କା ଦେଇ ଅଭିଳାଷ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ କ୍ରୀଷ୍ଣା କୁ ଗୁରୁତର ହୋଇଥିବା ଜଣା ପଡ଼ିଛି।ତେବେ ଦୁହେଁ ବରଗଡ଼ ର ବୋଲି ଜଣା ପଡିଛି।ଏନେଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ସହ ମୃତ ବ୍ୟକ୍ତି କୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଗୁରୁତର ବ୍ୟକ୍ତି କୁ ଡାକ୍ତର ଖାନା କୁ ପଠାଇ ଟ୍ୟାଙ୍କର କୁ ଜବତ କରି ଅଧିକ ରୁ ଅଧିକ ତଦନ୍ତ ଜାରି ରଖିଛି। ଅତାବିରା ରୁ ଆକାଶ ମିଶ୍ର ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine