HomeKoshalTv Exclusiveଦିଲ୍ଲୀ ପରେଡରେ ଭାଗନେଇ ସମ୍ବର୍ଦ୍ଧିତ ହେଲେ ଲରମ୍ଭା କଲେଜର ପ୍ରଖର :

ଦିଲ୍ଲୀ ପରେଡରେ ଭାଗନେଇ ସମ୍ବର୍ଦ୍ଧିତ ହେଲେ ଲରମ୍ଭା କଲେଜର ପ୍ରଖର :

ଦିଲ୍ଲୀ ପରେଡରେ ଭାଗନେଇ ସମ୍ବର୍ଦ୍ଧିତ ହେଲେ ଲରମ୍ଭା କଲେଜର ପ୍ରଖର : ସାଧାରଣ ତନ୍ତ୍ର ଦିବସ ଅବସରରେ ନୂଆଁଦିଲ୍ଲୀ ରେ ଅନୁଷ୍ଠିତ ରାଷ୍ଟ୍ରୀୟ ପରେଡରେ ଯୋଗଦାନ କରିଥିବା ଲରମ୍ଭା ମହାବିଦ୍ୟାଳୟର ଛାତ୍ର ପ୍ରଖର ଅଗ୍ରଓ୍ବାଲଙ୍କୁ କଲେଜ ଅଧ୍ୟକ୍ଷ ଡଃ ପ୍ରମୋଦ କୁମାର ଭୋଇ ସମ୍ବର୍ଦ୍ଧିତ କରିଛନ୍ତି ।

ନୂଆଁଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଖର ଯୋଗ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ପରିବେଷଣ କରିଥିଲେ । ଏଥିପାଇଁ ସେ ପ୍ରଥମ ଜାନୁଆରୀରୁ ଯାତ୍ରାକରି ଶେଷ ତାରିଖ ପର୍ଯ୍ୟନ୍ତ ରହିଥିଲେ।ସେ ଲରମ୍ଭା କଲେଜର +୩ ଗଣିତ ସମ୍ମାନ ର ଶେଷ ବର୍ଷ ଛାତ୍ର ଅଟନ୍ତି ଓ ଜଣେ ସକ୍ରୀୟ ସ୍ବେଚ୍ଛାସେବୀ ମଧ୍ୟ ଅଟନ୍ତି । ଏହି ସଫଳତା ପାଇଁ ଜାତୀୟ ସେବା ଯୋଜନା ର ଅଧିକାରୀ ଡଃ ଅଜିତ କୁମାର ନାଥ , ସଂଘମିତ୍ରା ମହାକୁର , ଶ୍ରୀ ଗଣେଶ ସିଂ ସମେତ ସମସ୍ତ ଅଧ୍ୟାପକ,କର୍ମଚାରୀ ଓ ଛାତ୍ରଛାତ୍ରୀ ବୃନ୍ଦ ଶୁଭେଚ୍ଛା ଜଣାଇଥିଲେ । ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine