HomeUncategorizedବୌଦ୍ଧ ରେ ଯୋଗଦେଲେ ନୂତନ BDO

ବୌଦ୍ଧ ରେ ଯୋଗଦେଲେ ନୂତନ BDO

ବୌଦ୍ଧ ଜିଲ୍ଲା
ହରଭଙ୍ଗା ବ୍ଲକରେ ଆଜି ନୁତନ ବି ଡି ଓ ରବିନ୍ଦ୍ର ନାଥ କହଁର ଯୋଗ ଦାନ ଦେଇଛନ୍ତି । ଏହା ପୂର୍ବରୁ ସେ କନ୍ଧମାଳ ଜିଲ୍ଲା ଖଜୁରୀ ପଡା ବ୍ଲକ ରେ ବି ଡି ଓ ଥିଲେ । ଶ୍ରୀ କହଁର ଆଜି ସକାଳ ୯ଘଣ୍ଟାସମୟରେ ପହଞ୍ଚି ଦାୟିତୂ ଗ୍ରହଣ କଲାପରେ ପରେ ବୌଦ୍ଧ ଯାଇ ଜିଲ୍ଲା ପାଳ ଏବଂ ପି ଡି କୂ ଭେଟିବାକୁ ଯାଇଥିଲେ । ପୁଣି ସେ କହିଛନ୍ତି ହରଭଙ୍ଗା ବ୍ଲକ ଏକ ବଡବ୍କ କ ୨୨ଟି ପଂଚାୟତ ହେଲେ ଆବାସଯୋଜନ ଏବଂ ସମସ୍ତ ଡେଭଲପ କାମକୁ ଗୁରୁତ୍ବ ଦେଇ ଠିକଠାକ ଭାବେ କରାଯିବ ସହ ଗମନା ଗମନ ପାନୀୟ ଜଳ ପ୍ରତି ସଂପୁର୍ଣ୍ଣ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବୌଦ୍ଧ ରୁ କୁନାବେହେରାଂକ ରିପୋର୍ଟ କୋଶଲ ଟିଭି ।

LEAVE A REPLY

Please enter your comment!
Please enter your name here

Must Read

Google search engine