HomeUncategorizedଧର୍ମପ୍ରାଣା ମହିଳାଙ୍କ ପରଲୋକ

ଧର୍ମପ୍ରାଣା ମହିଳାଙ୍କ ପରଲୋକ

ବରଗଡ ଜିଲ୍ଲା ଭେଡେନ ବ୍ଲକ ସଂକ୍ରିଡା ଗ୍ରାମର ଚନ୍ଦ୍ର କୁମାର ପୁରୋହିତ ଙ୍କ ଧର୍ମପତ୍ନୀ ୭୫ ବର୍ଷ ବୟସରେ ଦେହତ୍ୟାଗ କରି ପରଲୋକ ଗମନ କରିଛନ୍ତି ।ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ, ମେଳାପି ଓ ସଂକ୍ରିଡା ଭାଗବତ ପ୍ରବଚନ ମଂଡଲୀ ର ଆଗଧାଡି ର ଜଣେ ସକ୍ରିୟ ସଦସ୍ୟା ଥିଲେ। ତାକଂର ବିୟୋଗରେ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାକଂର ତିନି ପୁଅ ବିଜୟ, ସଞ୍ଜୟ, ଅକ୍ଷୟ ଓ ଏକ ମାତ୍ର ଝିଅ ସଂଯୁକ୍ତା ଅଛନ୍ତି।ମୃତ୍ୟୁ ସଜ୍ଜା ନିକଟରେ ପୁଅ, ବୋହୁ, ନାତିନାତୁଣୀ ଉପସ୍ଥିତ ଥିଲେ। ତାକଂର ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ସଂକ୍ରିଡା ଗ୍ରାମର ସ୍ଵର୍ଗଦ୍ଵାର ଠାରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ତାକଂର ପୁଅ ସଞ୍ଜୟ କୁମାର ପୁରୋହିତ ମୁଖାଗ୍ନି ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Must Read

Google search engine