HomeKoshalTv Exclusiveକୋଶଳ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

କୋଶଳ ମୁକ୍ତି ମୋର୍ଚ୍ଚା ର ରାଜ୍ୟ ସ୍ତରୀୟ ବୈଠକ ଅନୁଷ୍ଠିତ

ଆଜି ବରଗଡ଼ ସ୍ଥିତ ମଙ୍ଗଲମ୍ ପେଲେସ୍ ହୋଟେଲ୍ ରେ କୋସଲ ରାଜ୍ୟ ମୁକ୍ତି ମୋର୍ଚା KMM ର ପ୍ରଥମ ରାଜ୍ୟ ସ୍ତରିୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଏଥିରେ ବରଗଡ଼,ବଲାଙ୍ଗିର,ସୋନପୁର,ନୁଆପଡ଼ା,କଲାହାଣ୍ଡି,ସମ୍ୱଲପୁର, Jharsuguda ଜିଲ୍ଲା KMM ର ନୁତନ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ଆଗକୁ ସଙ୍ଗଠନ କେ ଆହୁରି ମଜବୁତ କରାଯିବା ସାଙ୍ଗେ ନୁତନ ରଣନିତି ପ୍ରସ୍ତୁତ କରାଯାଇଥିଲା
ଏହି ବୈଠକରେ KMM ର ସଭାପତି ଶ୍ରୀ ସାଗର ଚରଣ ଦାସ ,କାର୍ୟକାରୀ ସଭାପତି ସୁବାଷ ନାୟକ,ସମ୍ପାଦକ ଜନାର୍ଦନ ସିଂ ,ଉପ ସଭାପତି ଗଣେସ ସାହୁ,ଉପସଭାପତି ବିକାଶ ଅଗ୍ରୱାଲ ସଙ୍ଗଠନ ର କେନ୍ଦ୍ରିୟ କମିଟି ରୁ ସପନ ମିଶ୍ର ,ଭକ୍ତ ନନ୍ଦ ,ସଦାନନ୍ଦ ପଣ୍ଡା ,KMM ଜିଲ୍ଲା ସଭାପତି ବରଗଡ଼ ର ଘନଶ୍ୟାମ ସାହୁ,ବଲାଙ୍ଗିର ଜିଲ୍ଲା ସଭାପତି ବିକାଶ ସା ,KMM ଛାତ୍ର ମୋର୍ଚା ଆବାହକ ଆକାଶ ପଣ୍ଡା ,ରୁତୁରାଜ ପଧାନ ,ବିଶିଷ୍ଟ ଚାଷି ନେତା ରମେଶ ମହାପାତ୍ର ,ଛାତ୍ର ନେତା ଅଶିମ ପଟେଲ
ଯୁଗ୍ମ ସମ୍ପାଦକ ବନମାଲି ନାଏକ ,କାଶି ମେହେର,ଶାନ୍ତନୁ ରଣା,ନିତିନ ପଧାନ,ସାହାରୁକ ଖାଁ,ପାଶା ମହାନନ୍ଦ ,ନୁତନ ଗୋକରିଆ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine