HomeUncategorizedରେମଣ୍ଡା ଠାରେ ସେବା ସପ୍ତାହ ପାଳିତ

ରେମଣ୍ଡା ଠାରେ ସେବା ସପ୍ତାହ ପାଳିତ

ବରଗଡ଼ ଜିଲ୍ଲା ଅନ୍ତର୍ଗତ ଅତାବିରା ନିର୍ବାଚନ ମଣ୍ଡଳୀ, ଭେଡେନ ବ୍ଲକ ରେମଣ୍ଡା ଠାରେ ସେବା ସପ୍ତାହ ପାଳନ ଅବସରରେ ନିମାମି ଗଙ୍ଗେ ଜିଲ୍ଲା ସହ ସଂଯୋଜକ ତଥା ଜିଲ୍ଲା ସମ୍ପାଦକ ଯଶୋବନ୍ତ ସେଠ୍ ଙ୍କ ନେତୃତ୍ୱ ରେ ରେମଣ୍ଡା ବହୁ ପୁରାତନ ବଡ଼କଟା ହରିଜନ ପଡା ଘାଟ କୁ ସଫେଇ କରିବା ସହ ବୃକ୍ଷ ରୋପଣ କରାଯାଇଥିଲା ତାପରେ ଜଳ ସଂରକ୍ଷଣ ଉପରେ ପଡା ବାସୀ ଙ୍କୁ ସଚେତନ କରାଗଲା l ଅନ୍ୟ ମାନଙ୍କ ମଧ୍ୟରେ ପଡା ର ୱାର୍ଡ ମେମ୍ବର ରଞ୍ଜନ ବିଭାର, ଅରୁରୀ ତାସୁବାବୁ, ଅନନ୍ତ ମେହେର, ଟିକେଶ୍ୱର ମାହାର, ହାଡୁ କୁମ୍ଭାର, ଦେବରାଜ କୁମ୍ଭାର, ସୁଦାମ, ଶଙ୍କର ମାଝୀ, ଦାରା ସିଂ, ଙ୍କ ସମତେ ବହୁ ପଡାବାସୀ ଉପସ୍ଥିତ ଥିଲେ l ଶେଷରେ ଅଜିତ କୁମ୍ଭାର ସମସ୍ତ ଙ୍କ ମହତ କାର୍ଯ୍ୟ ପାଇଁ ଧନ୍ୟବାଦ ଦେଇ ଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି l

LEAVE A REPLY

Please enter your comment!
Please enter your name here

Must Read

Google search engine