HomeKoshalTv Exclusiveପଶ୍ଚିମା ଝଡ଼ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ

ପଶ୍ଚିମା ଝଡ଼ ଯୋଗୁଁ ବିଦ୍ୟୁତ ସରବରାହ ବନ୍ଦ

ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ଠାରେ ପଶ୍ଚିମା ଝଡ ଯୋଗୁଁ ଦିନ ୩ ଟା ସମୟରେ ବର୍ଷା ସହିତ ପବନ ତାହା ସହିତ ଥୁଆପାଲି ଗ୍ରୀଡ, ଧାତୁକପାଲି ଗ୍ରୀଡ ର ବିଦ୍ୟୁତ ସରବରାହ ବନ୍ଦ ହୋଇଯାଇଛି। ବିଭିନ୍ନ ଜାଗାରେ ୫/୬ ଟି ଗଛ ତାର ଉପରେ ପଡିଛି। ଥୁଆପାଲି ଗ୍ରୀଡ ସେକ୍ସନ ଅଫିସର ପବିତ୍ର ମୋହନ ପାଢୀ କୁଂ ପଚାରିବାରୁ ମୁଁ ପିଲାମାନଙ୍କୁ ନେଇ ଗଛ କଟା ଜାଗାରେ ଅଛି, ଗଛ କଟା ସରିବା ସଂଗେ ସଂଗେ ବିଦ୍ୟୁତ ସଂଯୋଗ ଦେବୁ କହିଛନ୍ତି। ଏହା ସାଂଗ କୁ ରେମଣ୍ଡା ଜଳସେଚନ ବିଭାଗ ର ଟାଙ୍ଗରପାଲି କେନାଲ କ୍ରାନ୍ତି ପଡା ଏକ ଗଛ ପଡି କେନାଲ ପାଣି ଅବରୋଧ କରଛି। ଏଥିପ୍ରତି ରେମଣ୍ଡା କେନାଲ ଜେଇ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଉକ୍ତ ଝରାପାଲି, ଅରଯୁଂଡା, ଲୋଇଶିରା ଚାଷି ମାନେ ଦାବୀ କରିଛନ୍ତି । ଭେଡେନ ରୁ ଭବାନୀ ଶଙ୍କର ପାଢୀଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine