HomeKoshalTv Exclusiveଓଡିଶା ମୋଟର ଚାଳକ ସଂଘର ସୋହେଲା ଶାଖାର ନୂତନ କାର୍ଯ୍ୟଳୟ ଉଦଘାଟିତ

ଓଡିଶା ମୋଟର ଚାଳକ ସଂଘର ସୋହେଲା ଶାଖାର ନୂତନ କାର୍ଯ୍ୟଳୟ ଉଦଘାଟିତ

ଓଡିଶା ମୋଟର ଚାଳକ ସଂଘର ସୋହେଲା ଶାଖାର ନୂତନ କାର୍ଯ୍ୟଳୟ ଉଦଘାଟିତ l

ବରଗଡ଼ ଜିଲ୍ଲାର ସୋହେଲା ଠାରେ ଓଡିଶା ମୋଟର ଚାଳକ ସଂଘ ସୋହେଲା ଶାଖାର ନୂତନ କାର୍ଯ୍ୟଳୟ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦଘାଟନୀ ସଭାରେ ମୁଖ୍ଯ ଅତିଥି ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶ୍ରୀମାନ୍ ଜୀବର୍ଦ୍ଧନ ବରିହା ଓ ବିପ୍ଳବୀ କବି ନୀତିଶ ଆଚାର୍ଯ୍ୟ ଯୋଗଦାନ କରିଥିଲେ l

ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଭାପତି ନିରୋଜ ପୋଢ଼ ଯାଦବ ,ସମ୍ପାଦକ କରନ ସାହୁ ଉପସ୍ଥିତ ଥିଲେ l ସୋହେଲା ଶାଖାର ସଭାପତି ସୁବାଷ ସାହୁ,ଉପସଭାପତି ବୁଲୁ ପରୁଆ,ସମ୍ପାଦକ ଗିରିଜା ଶଙ୍କର ଖୁଟୁଲା ଓ ଚନ୍ଦ୍ରଧ୍ଵଜ ନାଏକ ତଥା ସୋହେଲା ଶାଖାର ସଦସ୍ୟଙ୍କ ସହଯୋଗରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇଥିଲା l ବରଗଡ଼ ଜିଲ୍ଲାର ସମସ୍ତ ଶାଖାର ପଦାଧିକାରୀ ଓ ସଦସ୍ୟ ଉପସ୍ଥିତ ଥିଲେ l ପରିଶେଷରେ ରମାକାନ୍ତ ଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ
।ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine