HomeKoshalTv Exclusiveରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ . ଜାମଡୋଲ ଦଳ ୫/୪ ଗୋଲରେ ବିଜୟୀ

ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ . ଜାମଡୋଲ ଦଳ ୫/୪ ଗୋଲରେ ବିଜୟୀ

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଖେଳପଡିଆ ଠାରେ ଚାଲିଥିବା, ରେମଣ୍ଡା ଫୁଟବଲ ମହୋତ୍ସବ ୨୦୨୨ ର ଆଜାଦୀ କପ ରେ ଜାମଡୋଲ ଓ ଲଚିଦା ମଧ୍ୟ ଅନୁଷ୍ଠିତ ହୋଇଥିଲା। ନିର୍ଧାରିତ ସମୟରେ ଅମୀମାଂସିତ ହୋଇଥିଲା ଫଳରେ ପେଲାନଟିକ ସ୍କୋର ଜରିଆରେ ଜାମଡୋଲ ଦଳ ୫/୪ ଗୋଲରେ ବିଜୟୀ ହୋଇଥିଲା। ଆଜ ର ଫୁଟବଲ୍ ମେଚ ମୁଖ୍ୟ ଅତିଥି ଭାବରେ ଥୁଆପାଲି ବିଦ୍ୟୁତ୍ ଗ୍ରୀଡ ର ସେକ୍ସନ୍ ଅଫିସର( TPWODL) ର ପବିତ୍ର ମୋହନ ପାଢ଼ୀ ଓ ସମ୍ମାନୀତ ଅତିଥି ଭାବେ ରେମଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନେତ୍ରାନଂଦ ବାରିକ ଯୋଗ ଦେଇଥିଲେ ।ଶ୍ରେଷ୍ଠ ଖେଳାଳି ଭାବେ ଜାମଡୋଲ ଦଳ ର ଶରତ କୁଂ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥିଲେ। ରେଫରୀ ଭାବେ ଅନୀଲ ମେହେର, ପଂଚାନନ ପାତ୍ର ଓ ଅନୀଲ ବାଗ। ଧାରାବିବରଣୀ ପ୍ରଦାନ କରିଥିଲେ ସଞ୍ଜୟ ନନ୍ଦ। ଆଜି ଫୁଟବଲ୍ ମେଚ ପରିଚାଳନା ରେ ସହଯୋଗ କରିଥିଲେ, ଚିରସବୁଜ ସାଂସ୍କୃତିକ ସଂସଦ ଓ ଏଥେଲେଟିକ ଏସୋସିଏସନ ର ସମସ୍ତ ସଦସ୍ୟ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Must Read

Google search engine