HomeKoshalTv Exclusiveରେମଣ୍ଡା ଗାୟତ୍ରୀ ମହାଯଜ୍ଞ ପାଇଁ ହରିଦ୍ଵାର ରୁ ଆସିବ କଳସ

ରେମଣ୍ଡା ଗାୟତ୍ରୀ ମହାଯଜ୍ଞ ପାଇଁ ହରିଦ୍ଵାର ରୁ ଆସିବ କଳସ

ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ଗାୟତ୍ରୀ ମନ୍ଦିର ୨୪ କୁଣ୍ଡିଆ ମହାଯଜ୍ଞ ଓ ମୂର୍ତ୍ତି ର ପ୍ରାଣପ୍ରତିଷ୍ଠା ପାଇଁ ହରିଦ୍ଵାର ଶକ୍ତିପୀଠ କୁ ଯାଇଛନ୍ତି। ରାମଚନ୍ଦ୍ର ଭୋଇ, ପ୍ରହଲ୍ଲାଦ ମେହେର (କ), ବେଦବର ପ୍ରଧାନ, ଆନନ୍ଦ ସାଥୁଆ, ହାରଚାନ୍ଦ ସାଥୁଆ, ସଞ୍ଜୟ କୁମାର ନନ୍ଦ, ଶ୍ଯାମଚାନ୍ଦ ସାଥୁଆ, ଇନ୍ଦ୍ରଜିତ ପାତ୍ର, ଦିଲିପ ସାଥୁଆ ଓ ଅରକ୍ଷିତ ସାଥୁଆ।ହରିଦ୍ଵାର ଠାରେ ଥିବା ବରଗଡ ଜିଲ୍ଲା ପାଇଁ ପ୍ରଭାରୀ ଶେଷଦେବ ବାଡେଇ ସମସ୍ତ ପ୍ରକାରର ସହଯୋଗ କରିଥିଲେ । ରେମଣ୍ଡା ଗ୍ରାମବାସୀ ତରଫରୁ ଶ୍ରୀ ବଡେଇ କୁଂ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଥିଲେ। ଗତକାଲି ଭୋର ୪ଟା ସମୟରେ ଅର୍ଥାତ ଶୁକ୍ରବାର ତାରିଖ ୪.୧୧.୨୨ ହରିଦ୍ଵାର ଠାରୁ କଳସଯାତ୍ରା ବିଧି ମୁତାବକ ପୂଜାର୍ଚ୍ଚନା ସାରି ରେମଣ୍ଡା ଅଭିମୁଖେ ଯାତ୍ରା ଆରମ୍ଭ ହୋଇଯାଇଛି। ଆସନ୍ତା କାଲି ଶନିବାର ସଂଧ୍ୟା ୫ଟା ସମୟରେ ରେମଣ୍ଡା ଠାରେ ପହଞ୍ଚିବା ପାଇଁ ଶୁଣିବାକୁ ମିଳୁଛି । ରେମଣ୍ଡା ଠାରେ ଗ୍ରାମବାସୀ ସ୍ଵାଗତ, ସମର୍ଦ୍ଧନା କରିବା ପାଇଁ ଅପେକ୍ଷା ରେ ଅଛନ୍ତି।

LEAVE A REPLY

Please enter your comment!
Please enter your name here

Must Read

Google search engine