HomeUncategorizedବିଶିଷ୍ଟ ପ୍ରବଚକ ଗୀତାପ୍ରସାଦ ହୋତା ଦେହାନ୍ତ

ବିଶିଷ୍ଟ ପ୍ରବଚକ ଗୀତାପ୍ରସାଦ ହୋତା ଦେହାନ୍ତ

ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ଲୋଇଶିରା ଗ୍ରାମ ର ବିଶିଷ୍ଟ ପ୍ରବଚକ ଗୀତାପ୍ରସାଦ ହୋତା ଦେହାନ୍ତ ହୋଇଯାଇଛି ହୋଇଯାଇଛି, ଦେହାନ୍ତ ସମୟରେ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ। ତାକଂର ବିଯୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଲୁପୁରସିଂହା ଗୌରୀଶଙ୍କର ଆଶ୍ରମ ର ଜଣେ ସକ୍ରିୟ ସଭ୍ୟ ଥିଲେ। ତାକଂର ମୃତସଜ୍ଜା ନିକଟରେ ତିନି ପୁଅ, ପୁତ୍ର ବଧୂ ନାତି ନାତୁଣୀ, ଝିଅ ଜ୍ବାଇଁ ପରିବାର ବର୍ଗ ଉପସ୍ଥିତ ଥିଲେ। ତାକଂର ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି, ବହୁ ପ୍ରବଚକ ଉପସ୍ଥିତ ରହି ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।ଲୋଇଶିରା ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ତାକଂର ବଡ ପୁଅ ଅଶ୍ଵିନୀ ହୋତା ମରଶରୀର ରେ ମୁଖାଗ୍ନି ସଂଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Must Read

Google search engine