HomeKoshalTv Exclusiveସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ

ସାମ୍ବାଦିକଙ୍କ ମାତୃ ବିୟୋଗ
ବରଗଡ ଜିଲ୍ଲା ଭେଡେନ ବ୍ଲକ ଅରଯୁଂଡା ପଞ୍ଚାୟତ ର ତେଲିଟିକରା ଗ୍ରାମ ସ୍ଵର୍ଗତ ଗଜପତି ପାଢ଼ୀ ଙ୍କ ଧର୍ମପତ୍ନୀ ଭଗବତୀ ପାଢୀ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଦୀର୍ଘ ଦିନ ରୁ ରୋଗଗ୍ରସ୍ତ ଥିଲେ ।ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ସ୍ୱାଭାବ ର ମହିଳା ଥିଲେ। ତାକଂର ମୃତ ଶରୀର ନିକଟରେ ପୁତ୍ର, ପୁତ୍ର ବଧୂ, ନାତି, ନାତୁଣୀ ଓ ବନ୍ଧୁ ପରିଜନ ମାନେ ଉପସ୍ଥିତ ରହିଥିଲେ ।ତାକଂର ଶବାଧାର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି , ଆତ୍ମିୟ ସ୍ଵଜନ ଉପସ୍ଥିତ ରହି ଶେଷ ସମ୍ମାନ ସହ ପୁଷ୍ପମାଲ୍ଯ ଅର୍ପଣ କରିଥିଲେ। ପୁଅ ବରିଷ୍ଠ ସାମ୍ବାଦିକ ଭବାନୀଶଂକର ପାଢୀ ମୁଖାଗ୍ନି ଦେଇଥିଲେ । ସ୍ୱର୍ଗତା ପାଢ଼ୀ ଙ୍କ ମୃତ୍ୟୁ ରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି। ବ୍ୟୁରୋ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine