ଆଘୋ ହେଇଥିବାର୍ ଘୋସଣା ମୁତାବକ୍,ଅମୃତ୍ କୁଟୁମ୍ ଆଏଜ୍ ସଖାଲର୍ ୧୦ ବଜେ କେ ରକତ୍ ଗ୍ରୁପ୍ ଚହ୍ନୋଟ୍ କାର୍ଯ୍ୟକ୍ରମ ମୁଲ୍ କରା ହେଇଥିଲା। ଦିନର୍ ୩ ବଜେ ତକ୍ ରକତ୍ ଗ୍ରୁପ୍ ଚିହ୍ନୋଟ୍ କାର୍ଯ୍ୟକ୍ରମ ହେଲା।ଭେଡେନ୍ ଗାଁ ର୍ ଶ୍ରୀ ଅଜିତ୍ କୁମାର ସାହୁ ଙ୍କର୍ O-tve ଆର୍ ଶ୍ରୀ ହରିସ୍ଚନ୍ଦ୍ର ସାହୁ ଙ୍କର୍ AB-tve ରକତ୍ ଗ୍ରୁପ୍ ଚିହ୍ନୋଟ୍ ହେଲା।ଇଥି ମହିଲା ୯୦ ଜଣ୍ ଆର୍ ପୁରୁସ୍ ୧୧୧ ଜଣ୍ ଚିହ୍ନୋଟ୍ ହେଲା। ମୋଟ୍ ୨୦୧ ଜଣ୍ କର୍ ରକତ୍ ଗ୍ରୁପ୍ ଚିହ୍ନୋଟ୍ ହେଲା ।ଚିହ୍ନୋଟ୍ କର୍ବାର୍ ଲାଗି ଶ୍ରୀ ରାଜୀବ ସରାଫ୍ ଶ୍ରୀ ଧନଞ୍ଜୟ ପଧାନ୍ ଶ୍ରୀ ଖଗେସ୍ବର୍ ଜାଲ୍ ଶ୍ରୀ କୃପାସିନ୍ଧୁ ପଧାନ୍ ତାଙ୍କର୍ ପୁରା ସମିଆ ଦେଇ କରି ଚହ୍ନଟ୍ କରିଥିଲେ,ବିନା ପାରିସ୍ରମିକ୍ ନେଇକରି।ତାହାକୁ ଅମୃତ୍ କୁଟୁମ୍ ତର୍ଫୁ କୃତଜ୍ଞତା ତଥା ଧନ୍ୟବାଦ୍ ଜନଉଛୁ।ଇ କାର୍ଯ୍ୟକ୍ରମ କେ ଅମୃତ୍ କୁଟୁମ୍ ର ସବୁ ସଦସ୍ଯ ମାନେ ସହଯୋଗ୍ କରିଥିଲେ। ଭେଡେନ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ କୋଶଳ ଟିଭି
