HomeKoshalTv Exclusiveବାଲ୍ୟ ବିବାହକୁ ବନ୍ଦ

ବାଲ୍ୟ ବିବାହକୁ ବନ୍ଦ

ବୌଦ୍ଧ,,

ବୌଦ୍ଧ ବ୍ଲକ ର ଚଂଚେରୀ ଗ୍ରାମ ର ଶାଗଡା ପଂଚାୟତ ଅନ୍ତର୍ଗତ ବୌଦ୍ଧ ଠାରେ ଆଦ୍ୟ ତରିଖ ୨୫/0୧/୨0୨୩ ରେ ଚାଇଲଡ ଲାଇନ ଖବର ପାଇ ଆୟୋଜିତ ହେବାକୁ ଥିବା ଏକ ବାଲ୍ୟ ବିବାହ କୁ ଚାଇଲଡ ଲାଇନ ସଦସ୍ୟ ମାନେ ସେହି ସ୍ଥାନ ରେ ପହଂଚି ଅଙ୍ଗନବାଡି ୱIର୍କର, ଶଗଡା ଫାଣ୍ଡି ର ପୋଲିସ କର୍ମଚାରୀ, ସ୍ଥାନୀୟ ୱାର୍ଡ ମେମ୍ବର, ଗ୍ରାମ ରଖି ମାନଙ୍କ ସାହାର୍ଯ୍ୟ ରେ ବନ୍ଦ କରିଯାଇ ପାରିଛି, ଏଥି ସହିତ ବାଲ୍ୟ ବିବାହ ର କୁ ପରିଣାମ ଗୁଡିକୁ ମଧ୍ୟ ବୁଝାଇଥିଲେ l ଏହା ପରେ ପିତାମାତା ରାଜି ହୋଇଥିଲେ l ପୁଅ ଟିକୁ ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ଦେବେନି ବୋଲି ଏକ ଲିଖିତ ଆକାରରେ ଦେଇଥିଲେ l ପରେ ଶିଶୁ ମଙ୍ଗଳ ସମିତିରେ ପୁଅ କୁ ହାଜର କରାଇବା ପାଇଁ ପରାମର୍ଶ ଏବଁ ପରବର୍ତୀ ଥଇଥାନ ପାଇଁ ବ୍ୟବସ୍ଥା କରିଥିଲେl

LEAVE A REPLY

Please enter your comment!
Please enter your name here

Must Read

Google search engine