HomeNational Newsଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଚଳି

ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଚଳି

ପବିତ୍ର ଗାନ୍ଧିଜୀଙ୍କ ତିରୋଧାନ ଦିବସ ଅବସରରେ ସମର କ୍ରାନ୍ତି ସେନା, ସୁରକ୍ଷା, ରାଜ୍ୟ ଯୁଵ ସାମୁଖ୍ୟ ଓ ଭୁଦାନ କ୍ରର୍ମଚାରୀ ସଂଘ ପକ୍ଷରୁ ଜନତା ମୈଦାନ ଠାରେ ଗାନ୍ଧୀ ମୁର୍ତ୍ତି ନିକଟରେ ପଦଯାତ୍ରା, ସର୍ବଧର୍ମ ସଭା ପୁଷ୍ପମାଲ୍ୟ ଅର୍ପଣ ଓ ଶ୍ରଦ୍ଧାଞ୍ଚଳି ଅର୍ପଣ କରାଯିବା ସହିତ ରମ ଧୋନି
ଗାନ କରି ବିଶିଷ୍ଟ ସାମ୍ବାଦିକ ସୁଧାଂଶୁ ଶେଖର ମହାପାତ୍ର,ସମର କ୍ରାନ୍ତି ସେନାର ସମ୍ପାଦକ ପ୍ରମୋଦ କିଶୋର ପରିଡ଼ା, ସୁରକ୍ଷା ର ସମ୍ପାଦକ କେଶବ ରଣା , ସମାଜସେବୀ ନୀଳମାଧବ, ଯୁବ ସାମୁଖ୍ୟ ର ଅଭୟ ବଡ଼ଜେନା, ସୁନୀଲ ରଣଜୀତ, ସମାଜସେବୀ ରାକେଶ ହୋତା,ସର୍ବଶ୍ରୀ ଜାନକୀ ବଲ୍ଲଭ ଧଳ, ରାଜମିଡିଆ ର ନିର୍ଦ୍ଦେଶକ ରାଜେଶ ମହାନ୍ତି,ଶଙ୍କର ବେହେରା, ସୋମନାଥ ବେହେରା ଓ ଅନ୍ୟାନ୍ୟ ଗାନ୍ଧୀ ବାଦୀ କର୍ମୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ

LEAVE A REPLY

Please enter your comment!
Please enter your name here

Must Read

Google search engine