HomeKoshalTv Exclusiveଅବସରପ୍ରାପ୍ତ ସିଆରପିଏଫ ଯବାନଙ୍କୁ ସମ୍ବର୍ଦ୍ଧନା

ଅବସରପ୍ରାପ୍ତ ସିଆରପିଏଫ ଯବାନଙ୍କୁ ସମ୍ବର୍ଦ୍ଧନା

୨୨ ବର୍ଷ ଭାରତ ମା ର ସେବାକରି ଶେଷରେ ଭି ଆର ଏସ ନେଇ ଘରକୁ ଫେରିଛନ୍ତି ସି ଆର ପି ଏଫ ଯବାନ

୨୨ ବର୍ଷ ଭାରତ ମା ର ସେବାକରି ଶେଷରେ ଭି ଆର ଏସ ନେଇ ଘରକୁ ଫେରିଛନ୍ତି ସି ଆର ପି ଏଫ ଯବାନ l ପ୍ରଥମେ ଜମ୍ମୁ କଶ୍ମୀର, ତ୍ରିପୁରା, ବିଷାଖାପାଟଣା ପରି ଭାରତ ବର୍ଷ ର ବିଭିନ୍ନ ସ୍ଥାନ ରେ ନିଜର ଚାକିରୀ କାର୍ଯ୍ୟକାଳ ରେ ଭାରତ ମାତା ସେବାରେ ନିଜକୁ ସମର୍ପି ଦେଇଥିବା ଏହି ଯବାନ ଶେଷ ରେ ବାଇସ ବର୍ଷ ବିତାଇ ଭି ଆର ଏସ ନେଇ ଘର କୁ ଫେରିଛନ୍ତି ସି ଆର ପି ଏଫ ଯବାନ ସୁବାଷ ଚନ୍ଦ୍ର ଗୁରୁ l ଆଜି ସେ ସୁବର୍ଣ୍ଣପୁର ମାଟି କୁ ଫେରିବା ପରେ ତାଂକୁ ତାଙ୍କ ନିଜସ୍ୱ ବାସଭଵନ ସୁବର୍ଣ୍ଣପୁର ଗୋକଣ୍ଣେଶ୍ଵର ପଡ଼ା ବାସ ଭବନ ଠାରେ ଭବ୍ୟ ସ୍ବାଗତ କରାଯାଇଥିଲା l ୨୨ ବର୍ଷ ଭାରତ ମା ର ସେବା କରି ଫେରିଥିବାରୁ ସେ ବେଶ ଖୁସି ଥିବା କହିଛନ୍ତି ଯବାନ ସୁବାଷ ଗୁରୁ l ସୁବର୍ଣ୍ଣପୁରରୁ ମନୋରଞ୍ଜନ ପାଣିଗ୍ରାହୀଙ୍କ ରିପୋର୍ଟ କୋଶଳ ଟିଭି

LEAVE A REPLY

Please enter your comment!
Please enter your name here

Must Read

Google search engine