HomeKoshalTv Exclusiveଅବକାଶଂକୁ ଭୁବନେଶ୍ୱରରେ ନାଗରିକ ସମ୍ମାନ ।

ଅବକାଶଂକୁ ଭୁବନେଶ୍ୱରରେ ନାଗରିକ ସମ୍ମାନ ।

ଅବକାଶଂକୁ ୪ ମାସ ଜାମିନପରେ ଭୁବନେଶ୍ୱର ରେ ନାଗରିକ ସମ୍ମାନ ।


,,,,,,,,, ,,,,,,,,,,,,,,
ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କର ଭୂଇଁ କ୍ରସର ବିରୋଧି ଆନ୍ଦୋଳନ ର ମୂଖ୍ଯ ତଥା ବିପ୍ଲବୀ ନେତା ଅବକାଶ ସାହୁକାର ଦୀର୍ଘ ୪ମାସ ପରେ ଜାମିନ ପାଇ ଜେଲରୁ ବାହାରିଛନ୍ତି। ଶନିବାର ଦିନ ତାକୁ ଭୁବନେଶ୍ୱର ସ୍ତିତ ନେତାଜୀ ଭବନରେ ବିଭିନ୍ନ ସଂଗଠନ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା କରା ଯାଇଛି ।

ଏହି ଅବସରରେ , ଶ୍ରୀ ସାହୁ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରିଥିବା ଜଣାପଡିଛି । ଅବକାଶ ଜଣେ ବୌଦ୍ଧ ଜିଲ୍ଲା ର ଯୋଧା ତଥା ଲଢୁଆ ନେତା କହିଲେ ଅତ୍ୟୁକ୍ତି ହେବନାହିଁ ଯାହାକି ଜଣକୁ ଜେଲ ଗଲେ ଫୁଲମାଳ ଏବଂ ଜେଲରୁ ବାହାରିଲେ ଫୁଲମାଳ ବିଭିନ୍ନ ସଂଗଠନ ତାଂକୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିବାରୁ ବିଭିନ୍ନ ମହଲରେ ଚର୍ଚା ବିଷୟ ହୋଇଛି । ବୌଦ୍ଧ ରୁ କୁନା ବେହେରାଙ୍କ ରିପୋର୍ଟ କୋଶଳ ଟିଭି ।

LEAVE A REPLY

Please enter your comment!
Please enter your name here

Must Read

Google search engine